ଅଦ୍ୟତନ ହୋଇଛି
ନବକୃଷ୍ଣରୁ ନବୀନ ! | Odisha Reporter
Advertisment
ଆଜି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ନବକୃଷ୍ଣ ଚୌଧୁରୀଙ୍କ ଜୟନ୍ତୀ। ସେ ଜଗତସିଂହପୁର ଜିଲ୍ଲାର ଖରସା ଗ୍ରାମରେ 1901 ମସିହା ନଭେମ୍ବର 23 ତାରିଖରେ ଜନ୍ମଲାଭ କରିଥିଲେ। ନବକୃଷ୍ଣ ଚୌଧୁରୀ 1950ରୁ 1956 ମସିହା ପର୍ଯ୍ୟନ୍ତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦାୟିତ୍ବରେ ଥିଲେ। ମୁଖ୍ୟମନ୍ତ୍ରୀତ୍ବ ଛଡ଼ା ତାଙ୍କର ବ୍ୟାପକ ପରିଚୟ ଥିଲା। ସେ ଥିଲେ ଜଣେ ସ୍ଵାଧୀନତା ସଂଗ୍ରାମୀ, ସମାଜବାଦୀ, ମାନବବାଦୀ ଏବଂ ସର୍ବୋଦୟ ନେତା। ପଦବୀ ଓ କ୍ଷମତାର ଅହଂକାର ନବ ଚୌଧୁରୀଙ୍କୁ କେବେବି ଛୁଇଁ ପାରିନଥିଲା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us