ବେଦାନ୍ତ ପାଇଁ ଲଢ଼ି 50 ଲକ୍ଷ ଶ୍ରାଦ୍ଧ! | Odisha Reporter
ଘରୋଇ କମ୍ପାନୀ ବେଦାନ୍ତ ପ୍ରୀତିରେ ଅନ୍ଧ ହୋଇ ଯାଇଥିଲେ ରାଜ୍ୟ ସରକାର। ବେଦାନ୍ତ ପାଇଁ ସୁପ୍ରିମକୋର୍ଟରେ ବଡ଼ ଓକିଲ ଲଗାଇଥିଲେ । ପୁରୀ ଜିଲ୍ଲାପାଳଙ୍କ ଜରିଆରେ ହାତ ଖୋଲି ଦେଇଥିଲେ ସରକାର । କେବଳ ସୁପ୍ରିମକୋର୍ଟରେ ଅଧ କୋଟି ଟଙ୍କା ସରକାର ଖର୍ଚ୍ଚ କଲେ । ହାଇକୋର୍ଟରେ କେତେ ଖର୍ଚ୍ଚ କରିଛନ୍ତି ସେ ନେଇ ମିଳିଲା ନାହିଁ ତଥ୍ୟ । ଆଉ ରାଜ୍ୟ ସରକାରଙ୍କ `ବିଚାର ଶୂନ୍ୟ ନିଷ୍ପତ୍ତି’କୁ ଭର୍ତ୍ସନା କରିଥିଲେ ସୁପ୍ରିମକୋର୍ଟ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
