Advertisment

ବେଦାନ୍ତ ପାଇଁ ଲଢ଼ି ୫୦ ଲକ୍ଷ ଶ୍ରାଦ୍ଧ !

ଘରୋଇ କମ୍ପାନୀ ବେଦାନ୍ତ ପ୍ରୀତିରେ ଅନ୍ଧ ହୋଇ ଯାଇଥିଲେ ରାଜ୍ୟ ସରକାର। ବେଦାନ୍ତ ପାଇଁ ସୁପ୍ରିମକୋର୍ଟରେ ବଡ଼ ଓକିଲ ଲଗାଇଥିଲେ । ପୁରୀ ଜିଲ୍ଲାପାଳଙ୍କ ଜରିଆରେ ହାତ ଖୋଲି ଦେଇଥିଲେ ସରକାର ।

Advertisment

ଘରୋଇ କମ୍ପାନୀ ବେଦାନ୍ତ ପ୍ରୀତିରେ ଅନ୍ଧ ହୋଇ ଯାଇଥିଲେ ରାଜ୍ୟ ସରକାର। ବେଦାନ୍ତ ପାଇଁ ସୁପ୍ରିମକୋର୍ଟରେ ବଡ଼ ଓକିଲ ଲଗାଇଥିଲେ । ପୁରୀ ଜିଲ୍ଲାପାଳଙ୍କ ଜରିଆରେ ହାତ ଖୋଲି ଦେଇଥିଲେ ସରକାର । କେବଳ ସୁପ୍ରିମକୋର୍ଟରେ ଅଧ କୋଟି ଟଙ୍କା ସରକାର ଖର୍ଚ୍ଚ କଲେ । ହାଇକୋର୍ଟରେ କେତେ ଖର୍ଚ୍ଚ କରିଛନ୍ତି ସେ ନେଇ ମିଳିଲା ନାହିଁ ତଥ୍ୟ । ଆଉ ରାଜ୍ୟ ସରକାରଙ୍କ `ବିଚାର ଶୂନ୍ୟ ନିଷ୍ପତ୍ତି’କୁ ଭର୍ତ୍ସନା କରିଥିଲେ ସୁପ୍ରିମକୋର୍ଟ ।

Advertisment
Odisha Naveen Patnaik Vedanta University
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe