ନବୀନଙ୍କ 3 ମିନିଟ ମୋହନଙ୍କ 3 ଘଣ୍ଟା || CM Mohan Majhi || Naveen Patnaik || Odisha Reporter
ନବୀନ ସରକାରରେ କ୍ୟାବିନେଟ କେତବେଳେ ହେଉଥିଲା କେତେବେଳେ ସରିଯାଉଥିଲା ତାହା ଜଣାପଡୁନଥିଲା। ହ୍ବାଟସପରେ ଖାଲି ପ୍ରେସ ରିଲିଜ୍ ଆସୁଥିଲା। କ୍ୟାବିନେଟ ନିଷ୍ପତ୍ତି ସଂପର୍କରେ ମନ୍ତ୍ରୀମାନେ ଜାଣୁଥିଲେ ନ ଜାଣୁଥିଲେ ତାହା କାହାରିକୁ ଅଛପା ନଥିଲା। ହେଲେ ମୋହନ ସରକାରଙ୍କ କ୍ୟାବିନେଟ୍ ମିଟିଂ ସଚିବାଳୟରେ ଚାଲିଥିଲା ପ୍ରାୟ 3 ଘଣ୍ଟା। ଏଥିରେ ସରକାର ସର୍ବନିମ୍ନ ମଜୁରୀକୁ ବୃଦ୍ଧି କରିଛନ୍ତି। ଆଉ ଫୋକସରେ ଅଛନ୍ତି ଚାଷୀ। ଦେଖନ୍ତୁ ପୂରା ରିପୋର୍ଟ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
