Advertisment

୩ ଘଣ୍ଟା ବସିଲା କ୍ୟାବିନେଟ୍ ବୈଠକ

ନବୀନ ସରକାରରେ କ୍ୟାବିନେଟ କେତବେଳେ ହେଉଥିଲା କେତେବେଳେ ସରିଯାଉଥିଲା ତାହା ଜଣାପଡୁନଥିଲା।

Advertisment

ନବୀନ ସରକାରରେ କ୍ୟାବିନେଟ କେତବେଳେ ହେଉଥିଲା କେତେବେଳେ ସରିଯାଉଥିଲା ତାହା ଜଣାପଡୁନଥିଲା। ହ୍ବାଟସପରେ ଖାଲି ପ୍ରେସ ରିଲିଜ୍ ଆସୁଥିଲା। କ୍ୟାବିନେଟ ନିଷ୍ପତ୍ତି ସଂପର୍କରେ ମନ୍ତ୍ରୀମାନେ ଜାଣୁଥିଲେ ନ ଜାଣୁଥିଲେ ତାହା କାହାରିକୁ ଅଛପା ନଥିଲା। ହେଲେ ମୋହନ ସରକାରଙ୍କ କ୍ୟାବିନେଟ୍ ମିଟିଂ ସଚିବାଳୟରେ ଚାଲିଥିଲା ପ୍ରାୟ 3 ଘଣ୍ଟା। ଏଥିରେ ସରକାର ସର୍ବନିମ୍ନ ମଜୁରୀକୁ ବୃଦ୍ଧି କରିଛନ୍ତି। ଆଉ ଫୋକସରେ ଅଛନ୍ତି ଚାଷୀ। ଦେଖନ୍ତୁ ପୂରା ରିପୋର୍ଟ । 

Advertisment
Odisha Odisha Cabinate Meeting Odisha Cm
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe