Advertisment

ଘରୋଇ ବିଶ୍ୱବିଦ୍ୟାଳୟ ଅନୁମତି ନାଁରେ ସହସ୍ର କୋଟି ସ୍କାମ୍!

ଚଳିତ ମାସ ୧୫ ତାରିଖ କ୍ୟାବିନେଟ ମିଟିଂର ନିଷ୍ପତ୍ତି। ଭୁବନେଶ୍ୱରର ସିଲିକନ୍ ଇନଷ୍ଟିଚୁଟ୍ ଅଫ୍ ଟେକନୋଲୋଜି ଓ ବ୍ରହ୍ମପୁରର ନିଷ୍ଟ ବା ନେସନାଲ ଇନଷ୍ଟିଚୁଟ୍ ଅଫ୍ ସାଇନସ ଆଣ୍ଡ୍ ଟେକନୋଲୋଜି ଭଳି ଘରୋଇ କଲେଜକୁ ମିଳିବ ବିଶ୍ୱବିଦ୍ୟାଳୟ ମାନ୍ୟତା। ନିୟମକୁ ଆଖି ବୁଜି ଘରୋଇ ବିଶ୍ୱବିଦ୍ୟାଳୟ ପାଇଁ ଦିଆଯାଉଛି ଅନୁମତି। କ୍ୟାବିନେଟରେ ବିଲ ପାସ୍ ହେଉଛି, ବିଧାନସଭାରେ ବିରୋଧକୁ ଶୁଣାଯାଉନି।

Odisha Education Scam Private University Scam Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe