ଗୋଟିଏ ଜମିକୁ 2 ଥର କିଣିଲେ ସରକାର! | Odisha Reporter
Advertisment
ଗୋଟିଏ ଜମିକୁ ଦୁଇ ଥର ଟଙ୍କା ଦେଇ କିଣିପାରନ୍ତି ଓଡ଼ିଶା ସରକାର! ହଁ ଏହା ସମ୍ଭବ! ଆପଣ ଦେଖନ୍ତୁ ସେହି ଅଞ୍ଚଳକୁ। ଏହି ଅଂଚଳରେ ୨୦୨୧ ସେପଟେମ୍ବର ମାସରେ ବର୍ଷାପାଣି ଭର୍ତ୍ତି ଡ୍ରେନରେ ପଡ଼ି ଜଣେ ୧୫ ବର୍ଷ ବୟସ୍କ ଛାତ୍ରର ଜୀବନ ଯାଇଥିଲା। ଏହି ଅଚଂଳ ହେଉଛି ବରମୁଣ୍ଡା ମୌଜା ସୌଭାଗ୍ୟ ନଗର ଅଂଚଳ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us