ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର: ରାଜ୍ୟ ସରକାର ବାଣ୍ଟିବେ ୧୧୭ କୋଟି ଟଙ୍କା

ନୂଆ ଓଡ଼ିଶାର ସ୍ୱପ୍ନକୁ ବାସ୍ତବ ରୂପ ଦେବାରେ ଶିକ୍ଷକ, ପୁରାତନ ଛାତ୍ରଛାତ୍ରୀ ଓ ଶିକ୍ଷା ପ୍ରଶାସକଙ୍କ ସକ୍ରିୟ ଅଂଶଗ୍ରହଣ ଓ ସହଯୋଗକୁ ଉତ୍ସାହିତ କରିବା ପାଇଁ ଏହି ଶିକ୍ଷା ପୁରସ୍କାର ବଂଟନ କରାଯାଉଛି ।

CM Naveen Patnaik

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (ଫାଇଲ ଫଟୋ)

Ordigital Desk
  • Published: Friday, 03 November 2023
  • Updated: 03 November 2023, 09:46 PM IST

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଆଳରେ ରାଜ୍ୟ ସରକାର ମୋଟ ୧୧୬ କୋଟି ୮୪ଲକ୍ଷ ୭୯ହଜାର ଟଙ୍କା ବାଣ୍ଟିବେ । ୧୪ଟି ବିଭାଗରେ ୫୯ହଜାର ୧୦୯ଟି ପୁରସ୍କାର ନିମନ୍ତେ ଏହି ଅର୍ଥ ବଂଟନ କରାଯିବ । ଏହି ପୁରସ୍କାର ପାଇଁ ନଭେମ୍ବର ୪ରୁ ୧୭ତାରିଖ ମଧ୍ୟରେ ଆବେଦନ କରିବାକୁ କୁହାଯାଇଛି । ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ସ୍କୁଲଗୁଡ଼ିକର ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ତଥା ଶିକ୍ଷା ବ୍ୟବସ୍ଥା ସହ ଜଡ଼ିତ ସମସ୍ତ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରିବା ସହ ଆଗକୁ ଆହୁରି ସଫଳତା ହାସଲ କରିବା ଓ ପ୍ରୋତ୍ସାହିତ କରିବା ଏହି ପୁରସ୍କାର ଉଦ୍ଦେଶ୍ୟ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ପୁରସ୍କାର ପାଇଁ ଆଗ୍ରହୀ ବ୍ୟକ୍ତିବିଶେଷ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରର ୱେବସାଇଟରେ ଆବେଦନ କରିପାରିବେ । ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଅଧୀନରେ ମାଧ୍ୟମିକ ସ୍କୁଲ ଓ ମାଧ୍ୟମିକ ସ୍କୁଲର ପ୍ରଧାନଶିକ୍ଷକ ଓ ଶିକ୍ଷକ ପୁରସ୍କାର, ପ୍ରାଥମିକ ସ୍କୁଲ, ପ୍ରାଥମିକ ସ୍କୁଲର ପ୍ରଧାନଶିକ୍ଷକ ଓ ଶିକ୍ଷକ ପୁରସ୍କାର, ପୁରାତନ ଛାତ୍ରଛାତ୍ରୀ କମିଟି ପୁରସ୍କାର, ପଂଚାୟତ ପୁରସ୍କାର, ଆଂଚଳିକ ସାଧନ କେନ୍ଦ୍ର ସଂଯୋଜନ ପୁରସ୍କାର, ଜିଲ୍ଲା ଶିକ୍ଷା ଅଧିକାରୀ ପୁରସ୍କାର, ବ୍ଲକ ଶିକ୍ଷା ଅଧିକାରୀ ପୁରସ୍କାର, ଜିଲ୍ଲା ଓ ବ୍ଲକ ପୁରସ୍କାର ଆଦି ପାଇଁ ଆବେଦନ କରିପାରିବେ ।

Also Read

ରାଜ୍ୟସ୍ତରର ୧୯୪୬୭୬ଟି ପୁରସ୍କାର ବାବଦରେ ୩୨.୧୭କୋଟି ଟଙ୍କା, ଜିଲ୍ଲାସ୍ତରର ୪୬୮୦ଟି ପୁରସ୍କାର ପାଇଁ ୨୪.୫୮କୋଟି ଟଙ୍କା, ବ୍ଲକସ୍ତରର ୩୪୮୫୪ଟି ପୁରସ୍କାର ପାଇଁ ୫୯.୯୭କୋଟି ଟଙ୍କା, ମହାନଗର ନିଗମସ୍ତରର ୫୦ଟି ଓ ସବଡିଭିଜିନାଲସ୍ତରରେ ୫୮ଟି ପୁରସ୍କାର ପାଇଁ ୧୧.୬୦ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story