Advertisment

ଚାରିଆଡ଼ୁ ପ୍ରଶ୍ନବାଣ!

କଥା ଦେଇ କଥା ରଖିଲେନି ସରକାର, ଚାରିଆଡ଼ୁ ଘେରିଲେ ଆନ୍ଦୋଳନକାରୀ। ସରକାରଙ୍କୁ ଜବାବ ମାଗିଲେ ଆଉ ଆଗାମୀ ଦିନ ପାଇଁ ଚେତାବନୀ ବି ଦେଲେ। ଆଶାକର୍ମୀଙ୍କ ପ୍ରଶ୍ନବାଣରେ ସରକାର ଘାଇଲା। ଶିକ୍ଷକ ସଂଘ କହିଲା, ଛଳନା କଲେ ସରକାର। ଛକରେ ଛକରେ ବସ ସଂଘର ସଦସ୍ୟମାନେ ଯାତ୍ରୀଙ୍କୁ କଲେ ବିନମ୍ର ଅନୁରୋଧ।

author-image
Debendra Prusty

କଥା ଦେଇ କଥା ରଖିଲେନି ସରକାର, ଚାରିଆଡ଼ୁ ଘେରିଲେ ଆନ୍ଦୋଳନକାରୀ। ସରକାରଙ୍କୁ ଜବାବ ମାଗିଲେ ଆଉ ଆଗାମୀ ଦିନ ପାଇଁ ଚେତାବନୀ ବି ଦେଲେ।  ଆଶାକର୍ମୀଙ୍କ ପ୍ରଶ୍ନବାଣରେ ସରକାର ଘାଇଲା। ଶିକ୍ଷକ ସଂଘ କହିଲା, ଛଳନା କଲେ ସରକାର। ଛକରେ ଛକରେ ବସ ସଂଘର ସଦସ୍ୟମାନେ ଯାତ୍ରୀଙ୍କୁ କଲେ ବିନମ୍ର ଅନୁରୋଧ। 

Advertisment
Odisha BjD Naveen Patnaik Strike Odisha Teacher