ଚାରିଆଡ଼ୁ ପ୍ରଶ୍ନବାଣ… ଅଣନିଃଶ୍ୱାସୀ ସରକାର ! | Odisha Reporter
Advertisment
କଥା ଦେଇ କଥା ରଖିଲେନି ସରକାର, ଚାରିଆଡ଼ୁ ଘେରିଲେ ଆନ୍ଦୋଳନକାରୀ। ସରକାରଙ୍କୁ ଜବାବ ମାଗିଲେ ଆଉ ଆଗାମୀ ଦିନ ପାଇଁ ଚେତାବନୀ ବି ଦେଲେ। ଆଶାକର୍ମୀଙ୍କ ପ୍ରଶ୍ନବାଣରେ ସରକାର ଘାଇଲା। ଶିକ୍ଷକ ସଂଘ କହିଲା, ଛଳନା କଲେ ସରକାର। ଛକରେ ଛକରେ ବସ ସଂଘର ସଦସ୍ୟମାନେ ଯାତ୍ରୀଙ୍କୁ କଲେ ବିନମ୍ର ଅନୁରୋଧ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us