Advertisment

'ଓଡ଼ିଶା ମୋର ଜ୍ଞାନ ଓ ଚେତନାକୁ ସମୃଦ୍ଧ କରିଛି'

'ଓଡ଼ିଶା ମୋର ଜ୍ଞାନ ଓ ଚେତନାକୁ ଭିନ୍ନ ଭିନ୍ନ ମାଧ୍ୟମରେ ସମୃଦ୍ଧ କରିଛି, ଓଡ଼ିଶାକୁ ମୁଁ କେବେ ବି ଭୁଲିପାରିବି ନାହିଁ'

author-image
Manoj Swain

'ଓଡ଼ିଶା ମୋର ଜ୍ଞାନ ଓ ଚେତନାକୁ ଭିନ୍ନ ଭିନ୍ନ ମାଧ୍ୟମରେ ସମୃଦ୍ଧ କରିଛି, ଓଡ଼ିଶାକୁ ମୁଁ କେବେ ବି ଭୁଲିପାରିବି ନାହିଁ', ବିଦାୟକାଳୀନ ସଭାରେ କିଛି ଏଭଳି କହି ଭାବବିହ୍ୱଳ ହେଲେ ପ୍ରଫେସର ଗଣେଶୀ ଲାଲ୍ ।

Advertisment
Odisha Governor Prof Ganeshi Lal