ଗୁଳିକରି ନବଙ୍କୁ ଶହୀଦ କରିଦେଲା ଏଏସଆଇ ଗୋପାଳ | Odisha Reporter
ଦୀପାଳି ଦାସଙ୍କୁ ସହାନୁଭୁତି ଭୋଟ ମିଳିଲା ଆଉ ଦୀପାଳି ମଧ୍ୟ ବିଜୟୀ ହୋଇଗଲେ। ହେଲେ ଏବେ ଆସିଛି ନର୍ବାଚନ। ଆଉ ଝାରସୁଗୁଡ଼ାରୁ ବିଜେଡି ପ୍ରାର୍ଥୀ ହୋଇଥିବା ନବ ଦାସଙ୍କ ଝିଅ ଦୀପାଳି ଏନେଇ ସରକାରଙ୍କୁ ଦୋଷ ଦେବା ବଦଳରେ ବାପାଙ୍କୁ ଶହୀଦ ଅଖ୍ୟା ଦେଇ ପ୍ରଚାର କରୁଛନ୍ତି। ନବଙ୍କ ହତ୍ୟା ପଛରେ ତାଙ୍କ ଭାଇ ବିଶାଲ ଏବଂ ତାଙ୍କ ମାଆ ଷଡ଼ଯନ୍ତ୍ରର ଗନ୍ଧ ବାରିଥିଲେ। ହେଲେ ଦୀପାଳି କିନ୍ତୁ ସେ ଉପରକୁ ନ ଯାଇ ବାପାଙ୍କୁ ଶହୀଦ କରିଦେଲେଣି। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
