Advertisment

'ଓଡ଼ିଶା ଧନୀ, ହେଲେ ଓଡ଼ିଶା ଲୋକ ଗରିବ କାହିଁକି ?'

'ଓଡ଼ିଶା ଧନୀ, କିନ୍ତୁ ଏହାର ଜନତା ଗରୀବ। ଏହି ସାଂଘାତିକ ପାପ ପ୍ରଥମେ କଂଗ୍ରେସ ଓ ବିଜେଡି କରିଛନ୍ତି।'

Advertisment

ବ୍ରହ୍ମପୁର କନିଷି ସଭାରେ ବିଜେଡି ସରକାରକୁ ଜୋରଦାର ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କହିଲେ, ପ୍ରଥମେ କଂଗ୍ରେସ ଓ ପରେ ବିଜେଡି ନେତାଙ୍କ ଲୁଟ୍‌ ଏହି ପାପ ପାଇଁ ଦାୟୀ । ଓଡ଼ିଶାରେ ବିଜେଡିର ଛୋଟ ଛୋଟ ନେତା ବି ଖୁବ୍‌ ବଡ଼ ବଡ଼ କମ୍ପାନୀର ମାଲିକ। କିନ୍ତୁ ଏଠାକାର ଲୋକ ଗରୀବ। ଓଡ଼ିଶା ଧନୀ, କିନ୍ତୁ ଏହାର ଜନତା ଗରୀବ। ଏହି ସାଂଘାତିକ ପାପ ପ୍ରଥମେ କଂଗ୍ରେସ ଓ ବିଜେଡି କରିଛନ୍ତି। ଏବେ ଆମେ ଏହା ସୁଧାରିବାକୁ ପଣ କରିଛୁ। ଓଡ଼ିଶା ପାଖରେ ପ୍ରଚୁର ପାଣି, ଉର୍ବର ଜମି, ଜମି ତଳେ ଖଣିଜ ଭଣ୍ଡାର ଅଛି। ଓଡ଼ିଶାକୁ ମହାପ୍ରଭୁ ପ୍ରାକୃତିକ ସଂପଦରେ ଭରି ଦେଇଛନ୍ତି। ଏହାସତ୍ତ୍ୱେ ଏତେ ଧନୀ ଓଡ଼ିଶାର ଲୋକ କାହିଁକି ଗରିବ ରହିଛନ୍ତି ବୋଲି ପ୍ରଶ୍ନ କରିଥିଲେ ମୋଦି।

Advertisment
Bjp Odisha Narendra Modi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe