Advertisment

'ଓଡିଶାରେ ଖଣି ଲୁଟ୍ ଚାଲିଛି, ଅଫିସରମାନେ ଭୟଙ୍କର ଭ୍ରଷ୍ଟାଚାରରେ ଲିପ୍ତ'

'ଯିଏ ଓଡ଼ିଶାର ଭାଷା, ସଂସ୍କୃତି ଓ ଗୌରବରୁ ଦୂରେଇ ରଖିଛି ସିଏ କଦାପି ପ୍ରଦେଶକୁ ଆଗେଇ ନେଇପାରିବ ନାହିଁ।'

Advertisment

ରାଜ୍ୟରେ ନିର୍ବାଚନୀ ପ୍ରଚାରର ବିଗୁଲ୍ ଫୁଙ୍କିଛନ୍ତି ବିଜେପି ଚାଣକ୍ୟ ତଥା କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହ । ଆଉ ସିଧାସଳଖ ନବୀନ ପଟ୍ଟନାୟକଙ୍କୁ କଡ଼ା ସମାଲୋଚନା କରି ଏ ସରକାର ଅଫିସରମାନଙ୍କ ମାଧ୍ୟମରେ ଭୟଙ୍କର ଦୁର୍ନୀତିରେ ଲିପ୍ତ ବୋଲି କହିଛନ୍ତି । ଯିଏ ଓଡ଼ିଶାର ଭାଷା, ସଂସ୍କୃତି ଓ ଗୌରବରୁ ଦୂରେଇ ରହିଛି ସିଏ କଦାପି ପ୍ରଦେଶକୁ ଆଗେଇ ନେଇପାରିବ ନାହିଁ । ଏଭଳି କିଛି ଢଙ୍ଗରେ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରି ଶ୍ରୀ ଶାହ ବିଜେପିକୁ ଏଠାରେ ମାତ୍ର ୫ବର୍ଷ ଶାସନ ପାଇଁ ସୁଯୋଗ ଦେବାକୁ ରାଜ୍ୟବାସୀଙ୍କୁ ଆହ୍ୱାନ କରିବା ସହ ଓଡ଼ିଶାକୁ ଦେଶର ଏକ ନମ୍ବର ରାଜ୍ୟରେ ପରିଣତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

Advertisment
Bjp Odisha Amit Shah
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe