ଏଥର ପାଣ୍ଡିଆନ ଜାଣିବେ ମୋହନ ସରକାର କଣ ? | Odisha Reporter
Advertisment
ଲୋକଙ୍କ କଥା ଶୁଣିବେ ବୋଲି ଘରିଘିରି ବୁଲୁଥିଲେ ପାଣ୍ଡିଆନ। ପୋଡୁଥିଲା ତେଲ, ଉଡୁଥିଲା ହେଲିକପ୍ଟର, ହେଲେ ରହୁନଥିଲା ହିସାବ ! ଅଫିସରଙ୍କଠୁ ଆରମ୍ଭ କରି ବିଜେଡି ନେତା ଯାଏଁ ସବୁ କାମରେ ଲାଗୁଥିଲେ। କିଏ ଲୋକ ଯୋଗଡ଼ ତ କିଏ ଟେଣ୍ଟ ଭିଡ଼ା ଆଉ କିଏ ରାସ୍ତା କ୍ଲିୟର କାମ କରୁଥିଲେ। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us