Advertisment

ଗାୟକଙ୍କ ଉପରକୁ ଟଙ୍କା ଉଡାଇଲେ ମନ୍ତ୍ରୀ ସାରଦା ନାୟକ

କୱାଲି ଗାୟକଙ୍କ କୱାଲିରେ ମନ୍ତ୍ରମୁଗ୍ଧ ହୋଇ ତାଙ୍କ ଉପରେ ଟଙ୍କା ବର୍ଷା କରି ଚାଲିଲେ ବିଜେଡି ସରକାରରେ ମନ୍ତ୍ରୀ ଥିବା ମନ୍ତ୍ରୀ ସାରଦା ନାଏକ ।

Advertisment

ନିଜ ଦୁଃଖସୁଖ ବୁଝିବାକୁ ବିପଦ ସମୟରେ ପାଖରେ ଛିଡ଼ା ହେବାକୁ ଲୋକେ ବାଛିଥାନ୍ତି ନେତା। ମାତ୍ର ନେତା ଲୋକଙ୍କ ଭଲମନ୍ଦ ବୁଝିବା ପରିବର୍ତ୍ତେ ନିଜ ମନୋରଞ୍ଜନରେ ବୁଡ଼ି ରହୁଛନ୍ତି। ଆଉ ଉଡ଼ାଉଛନ୍ତି ପୁଳା ପୁଳା ଟଙ୍କା । ଏପରି କିଛି ଦୃଶ୍ୟ ସୁନ୍ଦରଗଡ ସହରର ଏକ ହୋଟେଲରେ ଆୟୋଜିତ ଏକ କୱାଲି କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଛି। ଆଉ ଜଣେ କୱାଲି ଗାୟକଙ୍କ କୱାଲିରେ ମନ୍ତ୍ରମୁଗ୍ଧ ହୋଇ ତାଙ୍କ ଉପରେ ଟଙ୍କା ବର୍ଷା କରି ଚାଲିଲେ ବିଜେଡି ସରକାରରେ ମନ୍ତ୍ରୀ ଥିବା ମନ୍ତ୍ରୀ ସାରଦା ନାଏକ ।

Advertisment
BjD Sarada Prasad Nayak Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe