Advertisment

ସୁରଙ୍କ ପରିବାରରେ ହାଇଡ୍ରାମା, କାଲି ନା ଆଜି ହଁ

କଂଗ୍ରେସରୁ ନିଲମ୍ବିତ ହୋଇଛନ୍ତି ମନ୍ମଥ ରାଉତରାୟ, ପିସିସି ସଦସ୍ୟ ଥାଇ ମଧ୍ୟ କଂଗ୍ରେସର ନ ହେବା ନେଇ ମିଡିଆରେ କହିଥିଲେ, ସୋ' କଜ୍‌ ନୋଟିସର ଉତ୍ତର ନଦେବା ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

Advertisment

କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ଘରେ ରାଜନୈତିକ ଝଡ। ଖାସ କରି ପୁଅ ମନ୍ମଥ ଖୁଲମଖୁଲା ମିଡିଆରେ ବୟାନ ଦେବା ପରେ ବାପାଙ୍କ ନିୟନ୍ତ୍ରଣ ବାହାରକୁ ଯେ ଏହା ଚାଲି ଯାଇଛି ତାହା ଏକ ପ୍ରକାର ବାରି ହୋଇପଡିଛି। ତେଜିଛି ବାପା ପୁଅଙ୍କ ମଧ୍ୟରେ ମତାନ୍ତର। ବାପାଙ୍କ କଥାରେ ସହମତ ହୋଇପାରୁନାହନ୍ତି ପୁଅ ମନ୍ମଥ। ସେପଟେ ଆଜି କଂଗ୍ରେସରୁ ନିଲମ୍ବିତ ହୋଇଛନ୍ତି ମନ୍ମଥ ରାଉତରାୟ, ପିସିସି ସଦସ୍ୟ ଥାଇ ମଧ୍ୟ କଂଗ୍ରେସର ନ ହେବା ନେଇ ମିଡିଆରେ କହିଥିଲେ, ସୋ' କଜ୍‌ ନୋଟିସର ଉତ୍ତର ନଦେବା ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

Advertisment
Congress Sura Routray Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe