ପାଣ୍ଡିଆନଙ୍କ ପାଇଁ କେତେ ରଙ୍ଗ ବଦଳାଇବ ନବୀନଙ୍କ ପୁଲିସ ?

5T ସଚିବ ଭିକେ ପାଣ୍ଡିଆନଙ୍କ ଚତୁପାର୍ଶ୍ୱରେ ଟି-ସାର୍ଟରେ ଘୁରି ବୁଲୁଥିବା ବ୍ୟକ୍ତିମାନେ ହେଉଛନ୍ତି ଜଣେ ଜଣେ ପୁଲିସ କର୍ମଚାରୀ ।

Manoj Swain
  • Published: Sunday, 27 August 2023
  • Updated: 27 August 2023, 03:19 PM IST

Sports

Latest News

କେତେ ରଙ୍ଗ ବଦଳାଇବ ନବୀନଙ୍କ ପୁଲିସ ? ବରଗଡ଼ରେ ଧଳା ପିନ୍ଧିଲେ । ପ୍ରଥମ ଦିନର ଗଞ୍ଜାମ ଗସ୍ତରେ ଗୋଲାପୀ ପିନ୍ଧିଲେ । ଆଉ ଦ୍ବିତୀୟ ଦିନ ଭଞ୍ଜନଗରରେ ନୀଳ ପୋଷାକରେ ଦୃଶ୍ୟ ମାନ ହେଲେ । 5T ସଚିବ ଭିକେ ପାଣ୍ଡିଆନଙ୍କ ଚତୁପାର୍ଶ୍ୱରେ ଟି-ସାର୍ଟରେ ଘୁରି ବୁଲୁଥିବା ବ୍ୟକ୍ତିମାନେ ହେଉଛନ୍ତି ଜଣେ ଜଣେ ପୁଲିସ କର୍ମଚାରୀ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos