ପାଣ୍ଡିଆନଙ୍କ ପାଇଁ କେତେ ରଙ୍ଗ ବଦଳାଇବ ନବୀନଙ୍କ ପୋଲିସ? Police Dress Code Changed / Odisha Reporter
Advertisment
କେତେ ରଙ୍ଗ ବଦଳାଇବ ନବୀନଙ୍କ ପୁଲିସ ? ବରଗଡ଼ରେ ଧଳା ପିନ୍ଧିଲେ । ପ୍ରଥମ ଦିନର ଗଞ୍ଜାମ ଗସ୍ତରେ ଗୋଲାପୀ ପିନ୍ଧିଲେ । ଆଉ ଦ୍ବିତୀୟ ଦିନ ଭଞ୍ଜନଗରରେ ନୀଳ ପୋଷାକରେ ଦୃଶ୍ୟ ମାନ ହେଲେ । 5T ସଚିବ ଭିକେ ପାଣ୍ଡିଆନଙ୍କ ଚତୁପାର୍ଶ୍ୱରେ ଟି-ସାର୍ଟରେ ଘୁରି ବୁଲୁଥିବା ବ୍ୟକ୍ତିମାନେ ହେଉଛନ୍ତି ଜଣେ ଜଣେ ପୁଲିସ କର୍ମଚାରୀ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us