Advertisment

ସରକାର କହିଲେ ଭଲ, ବିରୋଧୀ କହିଲେ ଭେଲ!

ଗୃହ ରାଷ୍ଟ୍ରମନ୍ତ୍ରୀ ପୋଲିସର ଲାଞ୍ଚ କାରବାର କଥା କହିଲେ। ବିଜେଡି ନେତା ଦେବୀ ମିଶ୍ର ପିଏସ୍ଓକୁ ଆଟେଣ୍ଡାଣ୍ଟ କହିଲେ। ସୌମ୍ୟ ପଟ୍ଟନାୟକ ତାଙ୍କ ପିଏସ୍ଓ ଗୋପାଳ ହୋଇଯିବନି ତ କହିଲେ। ଏମାନଙ୍କ ବିରୋଧରେ ପୁଲିସ ସଙ୍ଘ କିଛି କହିଲାନି। ବିରୋଧୀ ଦଳ ନେତା ପିଏସ୍ଓକୁ ବିଶ୍ୱାସ ନକରି ଫେରାଇଦେଲେ। ପୁଲିସ ସଂଘ ବାହାରି ଜୟନାରାୟଣଙ୍କ ବିରୋଧରେ ବର୍ଷିଲେ।

author-image
Debendra Prusty

Odisha Odisha Police BjD Bjp