Advertisment

ଭାରତୀଙ୍କ ପାଇଁ ମହାଭାରତ !

ବ୍ୟାଙ୍କମିତ୍ର ଭାରତୀ ସିଂଙ୍କ ନିଲମ୍ବନକୁ ନେଇ ଏବେ ଉଠୁଛି ପଡୁଛି ରାଜ୍ୟ । ବାସ୍ତବରେ କାହିଁକି ହଠାତ୍ ଭାରତୀଙ୍କୁ ଚାକିରୀରୁ କଢାଗଲା ?

Advertisment

ବ୍ୟାଙ୍କମିତ୍ର ଭାରତୀ ସିଂଙ୍କ ନିଲମ୍ବନକୁ ନେଇ ଏବେ ଉଠୁଛି ପଡୁଛି ରାଜ୍ୟ । ବାସ୍ତବରେ କାହିଁକି ହଠାତ୍ ଭାରତୀଙ୍କୁ ଚାକିରୀରୁ କଢାଗଲା ? ଏବେ ଏହାକୁ ନେଇ ନିଜ ମୟୂରଭଞ୍ଜ ଜିଲ୍ଲାରେ ବିଜେପି ନେତା ଏବଂ ସ୍ୱୟଂ ସହାୟିକ ଗୋଷ୍ଠୀର ମହିଳା ମୁହାଁମୁହିଁ । ଏ ଦୃଶ୍ୟ ହେଉଛି ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର। ବିଜେପିର ଏକ ପ୍ରତିନିଧିମଣ୍ଡଳ ଜିଲ୍ଲାପାଳଙ୍କୁ ଭେଟି ଭାରତୀଙ୍କୁ ନ୍ୟାୟ ପ୍ରଦାନ ନେଇ ଦାବିପତ୍ର ଦେଇଛନ୍ତି।

Advertisment
Odisha Mayurbhanj
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe