'ଆମଦାନୀ ନେତାଙ୍କୁ ପ୍ରାଧାନ୍ୟ ଦିଆଯାଉଛି'

'ଦଳପ୍ରତି ଅନୁଗତ ନେତାଙ୍କୁ ପ୍ରାଧାନ୍ୟ ଦିଆନଯାଇ ଆମଦାନୀ ନେତାଙ୍କୁ ପ୍ରାଧାନ୍ୟ ଦିଆଯାଉଛି'

Manoj Swain
  • Published: Monday, 08 April 2024
  • Updated: 08 April 2024, 01:37 PM IST

Sports

Latest News

ଦଳପ୍ରତି ଅନୁଗତ ନେତାଙ୍କୁ ପ୍ରାଧାନ୍ୟ ଦିଆନଯାଇ ଆମଦାନୀ ନେତାଙ୍କୁ ପ୍ରାଧାନ୍ୟ ଦିଆଯାଉଛି। ଜଣାପଡୁଛି କିଛି ନା କିଛି ଗୋଟେ ମ୍ୟାଚ୍ ଫିକ୍ସିଂ ହୋଇଛି। ନେତାଙ୍କ ଦଳ ଡିଆଁ ପର୍ବ ଉପରେ କିଛି ଏଭଳି କହିଛନ୍ତି ବରିଷ୍ଠ ସମ୍ବାଦିକ ରବି ଦାସ। ତେବେ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ...

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos