ଅଜୟ କୁମାରଙ୍କ କଲ୍ ସେଣ୍ଟର ସର୍ଭିସ୍ | Odisha Reporter
ଓଡ଼ିଶାର ମଙ୍ଗ ଧରିବା ପରେ ଆକ୍ସନ ମୁଡରେ କଂଗ୍ରେସର ନୂଆ ପ୍ରଭାରୀ ଅଜୟ କୁମାର । ଦୀର୍ଘବର୍ଷ ଧରି ସୁପ୍ତ ପଡ଼ିଥିବା ଓଡ଼ିଶା କଂଗ୍ରେସକୁ ଶକ୍ତି ଦେଇଛନ୍ତି ଅଜୟ। ଓଡ଼ିଶା ଆସିବାର ଦ୍ୱିତୀୟ ଦିନରେ କର୍ମୀଙ୍କୁ ଉତ୍ସାହିତ କରିବା ସହ ସରକାରଙ୍କୁ କଲେ କଡ଼ା ସମାଲୋଚନା। କହିଲେ, ରାଜ୍ୟରେ ଚାଲିଛି ବ୍ୟୁରୋକ୍ରାଟ୍ ସରକାର । ନେତାଙ୍କ ଅଧୀନରେ ଆଇଏଏସ୍, ଆଇପିଏସ୍ କାମ କରିବା କଥା। ହେଲେ ଓଡ଼ିଶାରେ ତାର ଓଲଟା ଚାଲିଛି। ମନ୍ତ୍ରୀ ଆଉ ବିଧାୟକଙ୍କ କୌଣସି ସମ୍ମାନ ନାହିଁ ବୋଲି କହି ବିଜେଡିକୁ ଭର୍ତ୍ସନା କରିଛନ୍ତି । କେବଳ ବିଜେଡି ନୁହେଁ ବିଜେପିକୁ ମଧ୍ୟ ଟାର୍ଗେଟ କରିଛନ୍ତି ନୂଆ ପ୍ରଭାରୀ। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
