Advertisment

ରାଜ୍ୟରେ ବାହାରି ଶାସନ ଚାଲିଛି: କଂଗ୍ରେସ ପ୍ରଭାରୀ

ଦୀର୍ଘବର୍ଷ ଧରି ସୁପ୍ତ ପଡ଼ିଥିବା ଓଡ଼ିଶା କଂଗ୍ରେସକୁ ଶକ୍ତି ଦେଇଛନ୍ତି ଅଜୟ। ଓଡ଼ିଶା ଆସିବାର ଦ୍ୱିତୀୟ ଦିନରେ କର୍ମୀଙ୍କୁ ଉତ୍ସାହିତ କରିବା ସହ ସରକାରଙ୍କୁ କଲେ କଡ଼ା ସମାଲୋଚନା।

Advertisment

ଓଡ଼ିଶାର ମଙ୍ଗ ଧରିବା ପରେ ଆକ୍ସନ ମୁଡରେ କଂଗ୍ରେସର ନୂଆ ପ୍ରଭାରୀ ଅଜୟ କୁମାର । ଦୀର୍ଘବର୍ଷ ଧରି ସୁପ୍ତ ପଡ଼ିଥିବା ଓଡ଼ିଶା କଂଗ୍ରେସକୁ ଶକ୍ତି ଦେଇଛନ୍ତି ଅଜୟ। ଓଡ଼ିଶା ଆସିବାର ଦ୍ୱିତୀୟ ଦିନରେ କର୍ମୀଙ୍କୁ ଉତ୍ସାହିତ କରିବା ସହ ସରକାରଙ୍କୁ କଲେ କଡ଼ା ସମାଲୋଚନା। କହିଲେ, ରାଜ୍ୟରେ ଚାଲିଛି ବ୍ୟୁରୋକ୍ରାଟ୍ ସରକାର । ନେତାଙ୍କ ଅଧୀନରେ ଆଇଏଏସ୍, ଆଇପିଏସ୍ କାମ କରିବା କଥା। ହେଲେ ଓଡ଼ିଶାରେ ତାର ଓଲଟା ଚାଲିଛି। ମନ୍ତ୍ରୀ ଆଉ ବିଧାୟକଙ୍କ କୌଣସି ସମ୍ମାନ ନାହିଁ ବୋଲି କହି ବିଜେଡିକୁ ଭର୍ତ୍ସନା କରିଛନ୍ତି । କେବଳ ବିଜେଡି ନୁହେଁ ବିଜେପିକୁ ମଧ୍ୟ ଟାର୍ଗେଟ କରିଛନ୍ତି ନୂଆ ପ୍ରଭାରୀ। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Congress Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe