Advertisment

କାଉଣ୍ଟର ପାଇଁ ବାଟ ନ ପାଇ ବିଜେଡି ବାଉଳା !

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଲେ ଓଡ଼ିଆ ଅସ୍ମିତା, ଓଡ଼ିଆ ଭାଷା ଏବେ ବିପଦରେ। ଆଶା କରାଯାଉଥିଲା ବିଜେଡି ତରଫରୁ ଏହାର ଜୋରଦାର କାଉଣ୍ଟର କରାଯିବ। ହେଲେ...

author-image
Manoj Swain

ଓଡ଼ିଶାର ବିଜେଡି ସରକାରଙ୍କ ଉପରେ ବିଜେପିର ପ୍ରଚଣ୍ଡ ଆକ୍ରମଣ। ପ୍ରଚଣ୍ଡ ଆକ୍ରମଣର କେମତି କାଉଣ୍ଟର କରିବ ଆଉ ବାଟ ପାଉନି ବିଜେଡି। ଏଥିପାଇଁ ଲୋକଙ୍କ ପାଖକୁ ମେସେଜ ଯାଉଛି ବିଜେପି ଯାହା କହୁଛି ଶତ ପ୍ରତିଶତ ଠିକ୍ ବୋଲି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଲେ ଓଡ଼ିଆ ଅସ୍ମିତା, ଓଡ଼ିଆ ଭାଷା ଏବେ ବିପଦରେ। ଆଶା କରାଯାଉଥିଲା ବିଜେଡି ତରଫରୁ ଏହାର ଜୋରଦାର କାଉଣ୍ଟର କରାଯିବ। ଶଙ୍ଖ ଭବନରେ ବିଜେଡିର ବରିଷ୍ଠ ନେତାମାନେ ବସି କାଉଣ୍ଟର କରିବେ ହେଲେ ତାହା ହେଲାନି...। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha BjD Bjp