’ମଜୁରିଆ ପାଉଛି ୩୪୫ ,ସରପଞ୍ଚ ପାଉଛି ୮୦ ଟଙ୍କା’

ଜଣେ ସାଧାରଣ ମଜୁରିଆ ଦିନକୁ ୩୪୫ ଟଙ୍କା ପାଉଥିବା ବେଳେ ସରପଞ୍ଚ ୨୪ ଘଣ୍ଟା ଖଟିକି ୮୦ ଟଙ୍କା ପାଉଛି ବୋଲି କହିଲେ ଜଣେ ଆନ୍ଦୋଳନକାରୀ ସରପଞ୍ଚ ।

Manoj Swain
  • Published: Friday, 15 September 2023
  • Updated: 15 September 2023, 03:38 PM IST

Sports

Latest News

ଜଣେ ସାଧାରଣ ମଜୁରିଆ ଦିନକୁ ୩୪୫ ଟଙ୍କା ପାଉଥିବା ବେଳେ ସରପଞ୍ଚ ୨୪ ଘଣ୍ଟା ଖଟିକି ୮୦ ଟଙ୍କା ପାଉଛି ବୋଲି କହିଲେ ଜଣେ ଆନ୍ଦୋଳନକାରୀ ସରପଞ୍ଚ । ରାଜ୍ୟର ସମସ୍ତ ସରପଞ୍ଚ ଆଜି ଭୁବନେଶ୍ଵରରେ ଏକାଠି ହୋଇ ଅନିର୍ଦ୍ଦିଷ୍ଟକାଳ ପାଇଁ ଧାରଣାରେ ବସିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos