’ମଜୁରିଆ ପାଉଛି 345 ,ସରପଞ୍ଚ ପାଉଛି 80 ଟଙ୍କା’ | Odisha Reporter
Advertisment
ଜଣେ ସାଧାରଣ ମଜୁରିଆ ଦିନକୁ ୩୪୫ ଟଙ୍କା ପାଉଥିବା ବେଳେ ସରପଞ୍ଚ ୨୪ ଘଣ୍ଟା ଖଟିକି ୮୦ ଟଙ୍କା ପାଉଛି ବୋଲି କହିଲେ ଜଣେ ଆନ୍ଦୋଳନକାରୀ ସରପଞ୍ଚ । ରାଜ୍ୟର ସମସ୍ତ ସରପଞ୍ଚ ଆଜି ଭୁବନେଶ୍ଵରରେ ଏକାଠି ହୋଇ ଅନିର୍ଦ୍ଦିଷ୍ଟକାଳ ପାଇଁ ଧାରଣାରେ ବସିଛନ୍ତି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us