Advertisment

5 ବର୍ଷରେ ଓଡ଼ିଶା ନିଶାମୁକ୍ତ ହେବ ?

ପାଞ୍ଚ ବର୍ଷରେ ଓଡ଼ିଶାକୁ ନିଶାମୁକ୍ତ କରିବାକୁ ରାଜ୍ୟ ବିଜେପିର ଇସ୍ତାହାର ।

author-image
Manoj Swain

ପାଞ୍ଚ ବର୍ଷରେ ଓଡ଼ିଶାକୁ ନିଶାମୁକ୍ତ କରିବାକୁ ରାଜ୍ୟ ବିଜେପିର ଇସ୍ତାହାର । 2014ରେ କେରଳକୁ 10 ବର୍ଷରେ ନିଶାମୁକ୍ତ କରିବାକୁ ହୋଇଥିଲା ନୀତି । ଓଡ଼ିଶାକୁ 5 ବର୍ଷରେ ନିଶାମୁକ୍ତ କରାଯିବ। ଏଭଳି ଇସ୍ତାହାର ଜାରି କରିଛି ରାଜ୍ୟ ବିଜେପି। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Bjp