ପାଞ୍ଚ ବର୍ଷରେ ଓଡ଼ିଶାକୁ ନିଶାମୁକ୍ତ କରିବାକୁ ରାଜ୍ୟ ବିଜେପିର ଇସ୍ତାହାର । 2014ରେ କେରଳକୁ 10 ବର୍ଷରେ ନିଶାମୁକ୍ତ କରିବାକୁ ହୋଇଥିଲା ନୀତି । ଓଡ଼ିଶାକୁ 5 ବର୍ଷରେ ନିଶାମୁକ୍ତ କରାଯିବ। ଏଭଳି ଇସ୍ତାହାର ଜାରି କରିଛି ରାଜ୍ୟ ବିଜେପି। ଦେଖନ୍ତୁ ପୂରା ରିପୋର୍ଟ।