Advertisment

ବଦଳିଗଲେ କି ନରସିଂହ ?

ଓଡ଼ିଶା ଭାଗ ଭାଗ ହେବାକୁ ମୁଁ ବିରୋଧ କରୁଛି କିଛି ଏଭଳି କହି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି କଂଗ୍ରେସ ବିଧାୟକ ନରସିଂହ ମିଶ୍ର ।

author-image
Manoj Swain

ବଦଳିଗଲେ କି ନରସିଂହ ମିଶ୍ର ? ଓଡ଼ିଶା ଭାଗ ଭାଗ ହେବାକୁ ମୁଁ ବିରୋଧ କରୁଛି କିଛି ଏଭଳି କହି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ବଲାଙ୍ଗିର ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର । ତେବେ ଅଭିନେତା ମନୋଜ ମିଶ୍ରଙ୍କୁ ଓଡ଼ିଆ ଫିଲ୍ମ ପ୍ରଯୋଜକ ସଂଘ ବାସନ୍ଦ ବିବାଦର ସମାଧାନ ନହେଲେ ଓଡ଼ିଶା ଦୁଇ ଭାଗ ହୋଇଯିବ ବୋଲି ଚେତାବନୀ ଦେଇଥିଲେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର।

Advertisment
Odisha Narasingha Mishra