ଢଳି ଢଳି ପୁଣି ଢଳିଗଲା ବିଜେଡି | Odisha Reporter
ଢଳି ଢଳି ପୁଣି ଢଳିଗଲା ବିଜେଡି
ସବୁ ବେଳେ ସମଦୂରତା କଥା କହି କହି ବିଜେପିକୁ ସମର୍ଥନ ଓଜାଡ଼ି ଦେଉଥିବା ବିଜେଡି ଏଥର ପୁଣି ବିଜେପିକୁ ସମର୍ଥନ କରିଛି। ଦିଲ୍ଲୀ ଅଧ୍ୟାଦେଶକୁ ବିଜେଡି ସମର୍ଥନ କରିବା ସହ ପାର୍ଲାମେଣ୍ଟରେ ବିରୋଧୀ ଦଳ ଆଣିଥିବା ଅନାସ୍ଥା ପ୍ରସ୍ତାବକୁ ବିରୋଧ କରିବ ବୋଲି କହିଛି। ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି କଂଗ୍ରେସ।
ଢଳି ଢଳି ପୁଣି ଢଳିଗଲା ବିଜେଡି | Odisha Reporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
