Advertisment

ଜ୍ୱାଇଁପୁଅଙ୍କୁ ଖୋଲା ଚ୍ୟାଲେଞ୍ଜ

ଶିଖରଚଣ୍ଡି ପାହାଡ଼ ନଷ୍ଟ କରିବା ପଛରେ କିଏ? କାହା ନିର୍ଦେଶରେ ପାହାଡ଼କୁ ଖୋଲିବାକୁ ମିଳିଲା ଅନୁମତି? କାହା ଚାପରେ ଇଡକୋ ଟେକିଦେଲା ପାହାଡ଼ ଜମି? ପ୍ରକୃତି ଓ ପରିବେଶକୁ ନଷ୍ଟ କରିବାକୁ କିଏ ଦେଉଛି ସାହସ? ଶିଖରଚଣ୍ଡି ପାନୀୟଜଳ ପ୍ରକଳ୍ପ ପାଇଁ ୫-ଟି ସଚିବଙ୍କୁ ଟାର୍ଗେଟ କରିଛି ମା’ ଶିଖରଚଣ୍ଡି ଆଂଚଳିକ ସୁରକ୍ଷା ସମିତି।

author-image
Debendra Prusty

BjD Vk Pandian Idco Land Price Shikharachandi