'କ୍ୟାବିନେଟ୍‌ ନିଷ୍ପତ୍ତିକୁ ସ୍ଥଗିତ ନୁହେଁ, ପ୍ରତ୍ୟାହାର କର'

  • Published: Thursday, 23 November 2023
  • , Updated: 23 November 2023, 01:58 PM IST

ଆଦିବାସୀଙ୍କ ଜମି କିଣାବିକା ପ୍ରସଙ୍ଗରେ କ୍ୟାବିନେଟ୍ ନିଷ୍ପତ୍ତିକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର ଦାବିରେ ବିଧାନସଭାରେ ଅଚଳାବସ୍ଥା ସୃଷ୍ଟି ହୋଇଛି । ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁ ଗୃହ କାର୍ଯ୍ୟ ଠପ୍ ହୋଇଛି । ଏହି କ୍ୟାବିନେଟ୍‌ ନିଷ୍ପତ୍ତିକୁ ସ୍ଥଗିତ ନୁହେଁ, ପ୍ରତ୍ୟାହାର ଦାବି କରିଛି କଂଗ୍ରେସ। ତେବେ ଏହାକୁ ନେଇ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କଣ କହିଛନ୍ତି ଶୁଣନ୍ତୁ। 

Related story