ଭୋଜି ହେବ ନା ଭୋଗ ହେବ ?

କଂଗ୍ରେସ ନେତା ବିଜୟ ପଟ୍ଟନାୟକ କହିଲେ ବଜେଡି କର୍ମୀ ଭୋଜି କରି ଖାଇଦେଲେଣି । ସେହିଭଳି ପୁରୀ ବିଧାୟକ କହିଲେ ଭିକ ମଗା ଚାଉଳରେ ଜମା ଭୋଗ ହେବନାହିଁ ।

Manoj Swain
  • Published: Saturday, 20 January 2024
  • Updated: 20 January 2024, 04:01 PM IST

Sports

Latest News

ପରିକ୍ରମା ରଥ ବୁଲି ଆସିଥିବା ଗୁଆ ଚାଉଳକୁ ନେଇ ଏବେ ବି ଲୋକଙ୍କ ମନରେ ପ୍ରଶ୍ନ । ଭକ୍ତ ମନରେ ଦୁଃଖ ସରିଗଲା ପରିକ୍ରମା ଲୋକାର୍ପଣ ଉତ୍ସବ ହେଲେ ଲାଗିଲାନି ତାଙ୍କ ଗୁଆ ଚାଉଳ । ବିବାଦ ପରେ ସୁଆର କହିଲେ ମହାପ୍ରଭୁଙ୍କ ସେବାରେ ଲାଗିବ ଗୁଆ ଚାଉଳ । ସେପଟେ କଂଗ୍ରେସ ନେତା ବିଜୟ ପଟ୍ଟନାୟକ କହିଲେ ବଜେଡି କର୍ମୀ ଭୋଜି କରି ଖାଇଦେଲେଣି । ସେହିଭଳି ପୁରୀ ବିଧାୟକ କହିଲେ ଭିକ ମଗା ଚାଉଳରେ ଜମା ଭୋଗ ହେବନାହିଁ । ବିଜେଡି କହିଲା ଗୁଆ ଚାଉଳକୁ ନେଇ ରାଜନୀତି କରୁଛନ୍ତି ବିରୋଧୀ। ଦେଖନ୍ତୁ ପୂରା ରିପୋର୍ଟ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos