ଭୋଜି ହେବ ନା ଭୋଗ ହେବ ? | Odisha Reporter
Advertisment
ପରିକ୍ରମା ରଥ ବୁଲି ଆସିଥିବା ଗୁଆ ଚାଉଳକୁ ନେଇ ଏବେ ବି ଲୋକଙ୍କ ମନରେ ପ୍ରଶ୍ନ । ଭକ୍ତ ମନରେ ଦୁଃଖ ସରିଗଲା ପରିକ୍ରମା ଲୋକାର୍ପଣ ଉତ୍ସବ ହେଲେ ଲାଗିଲାନି ତାଙ୍କ ଗୁଆ ଚାଉଳ । ବିବାଦ ପରେ ସୁଆର କହିଲେ ମହାପ୍ରଭୁଙ୍କ ସେବାରେ ଲାଗିବ ଗୁଆ ଚାଉଳ । ସେପଟେ କଂଗ୍ରେସ ନେତା ବିଜୟ ପଟ୍ଟନାୟକ କହିଲେ ବଜେଡି କର୍ମୀ ଭୋଜି କରି ଖାଇଦେଲେଣି । ସେହିଭଳି ପୁରୀ ବିଧାୟକ କହିଲେ ଭିକ ମଗା ଚାଉଳରେ ଜମା ଭୋଗ ହେବନାହିଁ । ବିଜେଡି କହିଲା ଗୁଆ ଚାଉଳକୁ ନେଇ ରାଜନୀତି କରୁଛନ୍ତି ବିରୋଧୀ। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us