'କୋଟି କୋଟି ଟଙ୍କା ଖାଇ ସାରିଲେଣି'

ସୋମବାର ଠାରୁ CMC କାର୍ଯ୍ୟାଳୟର କନଫରେନ୍ସ ହଲରେ ଧାରଣା ଦେଇଛନ୍ତି ଉଭୟ କଂଗ୍ରେସ ଓ ବିଜେପି କର୍ପୋରେଟର।

Manoj Swain
  • Published: Thursday, 16 November 2023
  • Updated: 16 November 2023, 03:30 PM IST

Sports

Latest News

ତିନି ଦିନ ଧରି ଜାରି ରହିଛି ସିଏମସିରେ ବିରୋଧୀ କର୍ପୋରେଟରଙ୍କ ଧାରଣା । ସୋମବାର ଠାରୁ CMC କାର୍ଯ୍ୟାଳୟର କନଫରେନ୍ସ ହଲରେ ଧାରଣା ଦେଇଛନ୍ତି ଉଭୟ କଂଗ୍ରେସ ଓ ବିଜେପି କର୍ପୋରେଟର। ତେବେ ଏହାକୁ ସମର୍ଥନ କରି ବରିଷ୍ଠ କଂଗ୍ରସ ବିଧାୟକ ସୁର ରାଉତରାୟ କହିଛନ୍ତି, ''ଏଠି କୋଟି କୋଟି ଟଙ୍କା ଖାଇ ସାରିଲେଣି। ଯଦି ଏହାର ସମାଧାନ ଶିଘ୍ର ନ ହୁଏ, ତାହେଲେ ମନ୍ତ୍ରୀଙ୍କ ଘର ଘେରାଉ କରିବୁ''

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos