କିଏ ମିଶିଗଲା କାହା ସଙ୍ଗେ ? ଆଉ କାହାର ଫାଇଦା ପାଇଁ କିଏ କଲା ସହଯୋଗ ? କିଏ କାହା ସହିତ ଅଛି ? କିଏ କାହା ପାଇଁ ବନ୍ଦ କରିଦେଉଛି ଗୃହ ? ଜାଣିବା ହେଉଛି ମୁସ୍କିଲ, ବୁଝିବା କିନ୍ତୁ ସହଜ। ଆଜି ଫାଇବ ଟି, ସଚିବଙ୍କ ଗସ୍ତ , ରାଜ୍ୟରେ କିଏ ବଡ ସଚିବ ନା ନେତା ଏହି ପ୍ରସଙ୍ଗ ନେଇ ପୁଣିଥିରେ ଗୃହରେ ବିଜେପି କଥା ଉଠାଇ ସରକାରଙ୍କୁ ଘେରିଥିଲା। ହେଲେ ବିଜେଡି ଦଳ ବିଜେପି ସହ ସାଲିସ କରିଥିବା ତାରା କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ଆସନ୍ତାକାଲି ଶପଥ ନେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ!
ବିଜେପି ନେତୃତ୍ୱାଧୀନ ମହୁୟୁତି ମିଳିତ ମଞ୍ଚ ସରକାର ଗଠନ କରିବାକୁ ଦାବି କରିଛି।
Politics
‘ବିଜେପି ସରକାର ଆସିବା ଦିନଠାରୁ ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତି ବିଗିଡ଼ିଛି’
ପୁଲିସକୁ ବ୍ୟବହାର କରି ବିଜେଡି କର୍ମୀ ଓ ନେତାଙ୍କ ଉପରେ ମାମଲା କରୁଛି ବିଜେପି।
Politics
ମହାରାଷ୍ଟ୍ରରେ ସୁଶାସନର ବିଜୟ ହୋଇଛି କହିଲେ ମୋଦି, କଂଗ୍ରେସକୁ କଲେ ଟାର୍ଗେଟ
ମହାରାଷ୍ଟ୍ରରେ ସୁଶାସନ ଓ ସାମାଜିକ ନ୍ୟାୟର ବିଜୟ ହୋଇଛି କହିଲେ ମୋଦି। ମିଛ, ବିଭାଜନକାରୀ ଶକ୍ତି ଓ ପରିବାରବାଦର ହାର୍ ହୋଇଛି କହି ବିରୋଧୀଙ୍କୁ କଲେ ସମାଲୋଚନା।
Politics
ଶୁକ୍ରବାର 'ଲଲ'ଙ୍କ ବିରୋଧରେ FIR ଦେଇଥିଲେ; ଆଜି ଖାଲି ଥରୁଛନ୍ତି
ଶୁକ୍ରବାର ବବିଙ୍କ ଭାଇ ଲଲଙ୍କ ବିରୋଧରେ ଏଫ୍ଆଇଆର୍ ଦେଇଥିବା ପରିବା ବ୍ୟବସାୟୀଙ୍କ ୟୁ-ଟର୍ଣ୍ଣ। ବବିଙ୍କୁ ଭେଟିବା ପରେ ବଦଳାଇଲେ ମତ। କହିଲେ କାଲି ସବୁ ମିଛ କହିଥିଲି।