Advertisment

କଂଗ୍ରେସ ବିଜେଡି ଏକ ନା ବିଜେପି ବିଜେଡି ଏକ ?

କିଏ ମିଶିଗଲା କାହା ସଙ୍ଗେ ? ଆଉ କାହାର ଫାଇଦା ପାଇଁ କିଏ କଲା ସହଯୋଗ ? କିଏ କାହା ସହିତ ଅଛି ?

Advertisment

କିଏ ମିଶିଗଲା କାହା ସଙ୍ଗେ ? ଆଉ କାହାର ଫାଇଦା ପାଇଁ କିଏ କଲା ସହଯୋଗ ? କିଏ କାହା ସହିତ ଅଛି ? କିଏ କାହା ପାଇଁ ବନ୍ଦ କରିଦେଉଛି ଗୃହ ? ଜାଣିବା ହେଉଛି ମୁସ୍କିଲ, ବୁଝିବା କିନ୍ତୁ ସହଜ। ଆଜି ଫାଇବ ଟି, ସଚିବଙ୍କ ଗସ୍ତ , ରାଜ୍ୟରେ କିଏ ବଡ ସଚିବ ନା ନେତା ଏହି ପ୍ରସଙ୍ଗ ନେଇ ପୁଣିଥିରେ ଗୃହରେ ବିଜେପି କଥା ଉଠାଇ ସରକାରଙ୍କୁ ଘେରିଥିଲା। ହେଲେ ବିଜେଡି ଦଳ ବିଜେପି ସହ ସାଲିସ କରିଥିବା ତାରା କହିଛନ୍ତି।

Advertisment
Bjp BjD Congress Odisha Politics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe