Advertisment

ସତ କହିଲେ ଆଣ୍ଟି ପିପୁଲ, ନିଜ ଲୋକ ସବୁ ପ୍ରୋପିପୁଲ ?

ଫାଇଭ୍-ଟି ସଚିବଙ୍କୁ ଟାର୍ଗେଟ୍ କରୁଥିବା ଗୋପାଳପୁର ବିଧାୟକ ଜନ ବିରୋଧୀ। ସରକାରଙ୍କୁ ଟାର୍ଗେଟ କରୁଥିବା ବିରୋଧୀ ବିଜେପି, କଂଗ୍ରେସ ଜନ ବିରୋଧୀ ।

Advertisment

ମୁଖ୍ୟମନ୍ତ୍ରୀଙ୍କ ଜନ ବିରୋଧୀ ଉତ୍ତରକୁ ନେଇ ଆଜି ଗୃହରେ ଝଡ଼ । ତେବେ ଏଠି ପ୍ରଶ୍ନ ଉଠୁଛି ରାଜ୍ୟରେ ଜନ ବିରୋଧି କିଏ ? ବିଜେଡି ଭାଷାରେ, ଆଗରୁ ବହୁତ କହୁଥିବା ଏବେ ଚୁପ ହୋଇଯାଇଥିବା ସୌମ୍ୟ ଜନ ବିରୋଧୀ । ଫାଇଭ୍-ଟି ସଚିବଙ୍କୁ ଟାର୍ଗେଟ୍ କରୁଥିବା ଗୋପାଳପୁର ବିଧାୟକ ଜନ ବିରୋଧୀ। ସରକାରଙ୍କୁ ଟାର୍ଗେଟ କରୁଥିବା ବିରୋଧୀ ବିଜେପି, କଂଗ୍ରେସ ଜନ ବିରୋଧୀ । ଏଠି ପ୍ରଶ୍ନ ବହୁ ମାମଲାରେ ଛନ୍ଦି ହୋଇଥିବା ବିଜେଡି ବିଧାୟକମାନେ କ’ଣ ଜନପ୍ରିୟ ?

Advertisment
Odisha BjD Naveen Patnaik
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe