ଓଡ଼ିଶାରେ ଖାତା ଖତିୟାନ ନଥିବା 17 ଦଳଙ୍କ ମହାମେଣ୍ଚ | Odisha Reporter
କେନ୍ଦ୍ରରେ ଯେମିତି କଂଗ୍ରେସ ମେଣ୍ଟକରି କ୍ଷମତାକୁ ଆସିବାକୁ ଚାହୁଁଛି ବୋଧେ ଠିକ ସେହିଭଳି ରାଜ୍ୟରେ ମଧ୍ୟ ପ୍ରୟାସ ଆରମ୍ଭ ହେଉଛି । ରାଜ୍ୟରେ କଂଗ୍ରେସ ବଡ ଭାଇ ଭଳି ଛୋଟ ବଡ଼ ଦଳକୁ ନେଇ ଏହାରି ଭିତରେ ଦୁଇ ତିନିଟି ବୈଠକ କରିସାରିଲାଣି । କେନ୍ଦ୍ରରେ ମୋଦି, ରାଜ୍ୟରେ ନବୀନଙ୍କୁ ହଟାଇବାରେ ଏମାନେ ସଫଳ ହେବେ ତ ?
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
