Advertisment

ଓଡ଼ିଶାରେ ଖାତା ଖତିୟାନ ନଥିବା ୧୭ ଦଳଙ୍କ ମହାମେଣ୍ଚ

କେନ୍ଦ୍ରରେ ଯେମିତି କଂଗ୍ରେସ ମେଣ୍ଟକରି କ୍ଷମତାକୁ ଆସିବାକୁ ଚାହୁଁଛି ବୋଧେ ଠିକ ସେହିଭଳି ରାଜ୍ୟରେ ମଧ୍ୟ ପ୍ରୟାସ ଆରମ୍ଭ ହେଉଛି ।

Advertisment

କେନ୍ଦ୍ରରେ ଯେମିତି କଂଗ୍ରେସ ମେଣ୍ଟକରି କ୍ଷମତାକୁ ଆସିବାକୁ ଚାହୁଁଛି ବୋଧେ ଠିକ ସେହିଭଳି ରାଜ୍ୟରେ ମଧ୍ୟ ପ୍ରୟାସ ଆରମ୍ଭ ହେଉଛି । ରାଜ୍ୟରେ କଂଗ୍ରେସ ବଡ ଭାଇ ଭଳି ଛୋଟ ବଡ଼ ଦଳକୁ ନେଇ ଏହାରି ଭିତରେ ଦୁଇ ତିନିଟି ବୈଠକ କରିସାରିଲାଣି । କେନ୍ଦ୍ରରେ ମୋଦି, ରାଜ୍ୟରେ ନବୀନଙ୍କୁ ହଟାଇବାରେ ଏମାନେ ସଫଳ ହେବେ ତ ?

Advertisment
BjD Bjp Congress Odisha Politics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe