Advertisment

ନେତା ଖୋଜୁଛନ୍ତି ବିରୋଧୀ ଦଳ

ନବୀନଙ୍କୁ ବିରୋଧୀ ଦଳ ଆସନରେ ବସାଇବ ନା ଆଉ କେଉଁ ବରିଷ୍ଠଙ୍କୁ ଦାୟିତ୍ୱ ଦେବ ?

author-image
Manoj Swain

ରାଜ୍ୟକୁ ମିଳିଲା ନୂଆ ସରକାର। କାମ ଆରମ୍ଭ କଲେଣି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ହେଲେ ବିରୋଧୀ ଦଳ ନେତା କିଏ ହେବେ ତାକୁ ନେଇ ଛିଡୁନି ଅଙ୍କ ? ପ୍ରମୁଖ ବିରୋଧୀ ବିଜେଡି, ନବୀନଙ୍କୁ ବିରୋଧୀ ଦଳ ଆସନରେ ବସାଇବ ନା ଆଉ କେଉଁ ବରିଷ୍ଠଙ୍କୁ ଦାୟିତ୍ୱ ଦେବ ? କାରଣ ବିରୋଧୀ ଦଳ ନେତାଙ୍କ ଭୂମିକା ବିଧାନସଭାରେ ବେଶ ଗୁରୁତ୍ବ ରଖେ। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha BjD Naveen Patnaik