ବିଜେପି ଗର୍ଜିଲା, କଂଗ୍ରେସ ଦେଖିଲା | Odisha Reporter
ପ୍ରଶ୍ନକାଳ ଆରମ୍ଭରୁ ହଙ୍ଗମା। 5ଟି ସଚିବଙ୍କ ଗସ୍ତକୁ ନେଇ ବିଜେପି କଲା ହଙ୍ଗାମା । ଗୋଟିଏ ପଟେ ଗୃହ ମଧ୍ୟ ଭାଗରେ ବିଜେପି ସଦସ୍ୟମାନେ ହୋହଲା କରୁଛନ୍ତି। ଅନ୍ୟପଟେ କଂଗ୍ରେସ ବିଧାୟକ ଚୁପ ବସି ଦେଖୁଛନ୍ତି। ବିଜେଡି କାଉଣ୍ଟର କରି ଚିତ୍କାର କରୁଛି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
