Advertisment

ବିଜେପି ଗର୍ଜିଲା, କଂଗ୍ରେସ ଦେଖିଲା

5ଟି ସଚିବଙ୍କ ଗସ୍ତକୁ ନେଇ ବିଜେପି କଲା ହଙ୍ଗାମା ।

Advertisment

ପ୍ରଶ୍ନକାଳ ଆରମ୍ଭରୁ ହଙ୍ଗମା। 5ଟି ସଚିବଙ୍କ ଗସ୍ତକୁ ନେଇ ବିଜେପି କଲା ହଙ୍ଗାମା । ଗୋଟିଏ ପଟେ ଗୃହ ମଧ୍ୟ ଭାଗରେ ବିଜେପି ସଦସ୍ୟମାନେ ହୋହଲା କରୁଛନ୍ତି। ଅନ୍ୟପଟେ କଂଗ୍ରେସ ବିଧାୟକ ଚୁପ ବସି ଦେଖୁଛନ୍ତି। ବିଜେଡି କାଉଣ୍ଟର କରି ଚିତ୍କାର କରୁଛି ।

Advertisment
Odisha Bjp Odisha Assembly
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe