ଓଏସ୍‌ଡି: ଅଫିସ ନ ଆସି ଦରମା!

*ବଦଳିଯାଇଛି କି ଓଏସ୍‌ଡି ବା ଅଫିସର ଅନ୍ ସ୍ପେଶାଲ ଡ୍ୟୁଟିର ଅର୍ଥ? *ବିନା କାମରେ ଘରେ ବସି ଦରମା ନେବା ପାଇଁ ହୋଇଛି କି ବ୍ୟବସ୍ଥା?

IPS Officers

ଆଇପିଏସ୍‌ ଅଫିସର ଡି କୁଟ୍ଟେ, ଆଶିଷ ସିଂହ ଓ ରବି କାନ୍ତ ।

Ordigital Desk
  • Published: Monday, 22 July 2024
  • Updated: 22 July 2024, 01:09 PM IST

Sports

Latest News

ସ୍ୱତନ୍ତ୍ର ଦାୟିତ୍ୱ ଦେବା ପାଇଁ କେତେକ ସମୟରେ ଅଫିସର ଅନ୍ ସ୍ପେଶାଲ ଡ୍ୟୁଟି ବା ଓଏସ୍‌ଡିଙ୍କୁ ନିଯୁକ୍ତି ଦିଆଯାଇଥାଏ। ମାତ୍ର କ୍ରମଶଃ ଦେଖାଯାଉଛି, ସରକାରୀ କଳରେ ଆଇଏଏସ ଓ ଆଇପିଏସ୍ ଭଳି କ୍ଲାସ-ୱାନ୍ ଅଫିସରଙ୍କୁ ଏକପ୍ରକାର ଦଣ୍ଡିତ କରିବା ପାଇଁ ଓଏସଡି କରିଦିଆଯାଉଛି। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଅନେକ ସମୟରେ ଏଥିରୁ ଅଧିକାଂଶ ଅଫିସର ସରକାରୀ ଅଫିସ ଆସନ୍ତି ନାହିଁ, ଉପସ୍ଥାନ ବି ପକାନ୍ତି ନାହିଁ। କେବଳ ସରକାରୀ କ୍ୱାର୍ଟର୍ସରେ ରହି ମାସକୁ ମାସ ଦରମା ନିଅନ୍ତି। ଲୋକଙ୍କ ଟିକସରୁ ମିଳୁଥିବା ଦରମାରେ ସେମାନଙ୍କଠାରୁ କିଛି ଅର୍ଥପୂର୍ଣ୍ଣ କାମ ଆଦାୟ ହୋଇପାରେନାହିଁ।

ପୂର୍ବତନ ମୁଖ୍ୟ ସଚିବ ସହଦେବ ସାହୁ କହିଛନ୍ତି: ଦରମା ନେଇ ଅଫିସ ନ ଆସିବା ଏକ ଅନୈତିକ କାର୍ଯ୍ୟ। ଓଏସଡିମାନଙ୍କୁ ସ୍ୱତନ୍ତ୍ର କାମ ନଦେଲେ ବି କମ ଗୁରୁତ୍ୱପୂର୍ଣ୍ଣ କାମ ଦିଆଯିବା ଉଚିତ। ନହେଲେ ଦଣ୍ଡ ଦେବାକୁ ଅନ୍ତତଃ ସସପେଣ୍ଡ କରାଯାଉ। ପରୋକ୍ଷରେ ସରକାର ସେମାନଙ୍କ ବୁଲିବା ପାଇଁ ଭଲ ସୁଯୋଗ ତିଆରି କରୁଛନ୍ତି।

ରାଜ୍ୟରେ ସରକାର ବଦଳିବା ସହ ନିକଟରେ ଭି କେ ପାଣ୍ଡିଆନଙ୍କ ସହ ଅତ୍ୟନ୍ତ କ୍ଷମତାପନ୍ନ ଥିବା 3ଜଣ ଆଇପିଏସ୍ ଅଫିସରଙ୍କୁ ଗୃହ ବିଭାଗର ଓଏସଡି କରିଦିଆଯାଇଛି। ସେମାନେ ହେଲେ: 1997-ବ୍ୟାଚର ଆଇପିଏସ୍ ଅଫିସର ଡି ଏସ କୁଟ୍ଟେ, 1998-ବ୍ୟାଚର ଆଇପିଏସ୍ ଅଫିସର ରବି କାନ୍ତ ଓ 2004-ବ୍ୟାଚର ଆଶିଷ କୁମାର ସିଂହ। ଏମାନଙ୍କ ନାଁରେ ବିଜେଡି ପ୍ରତି ଅଧିକ ଅନୁରକ୍ତ ରହି ପକ୍ଷପାତପୂର୍ଣ୍ଣ କାର୍ଯ୍ୟ କରିବାର ଅଭିଯୋଗ ରହିଥିଲା। ପୂର୍ବରୁ 2 ଜଣ ଆଇପିଏସ୍ ଅଫିସର ଗୃହ ବିଭାଗରେ ଓଏସଡି ରୂପେ କାମ କରୁଛନ୍ତି। ସମ୍ଭବତଃ ସେମାନେ ପୂର୍ବ ସରକାରଙ୍କ ଅସ୍ଥାଭାଜନ ହୋଇପାରିନଥିଲେ ବୋଲି କୁହାଯାଉଛି। ସେମାନେ ହେଲେ- 1989-ବ୍ୟାଚର ଆଇପିଏସ୍ ଅଫିସର ଏସ ଏମ ନରଭଣେ। 1995-ବ୍ୟାଚର ରିତୁ ଆରେରା।

Also Read

ଏ ନେଇ ପୂର୍ବତନ ଡିଜିପି ବିପିନ ବିହାରୀ ମିଶ୍ର କହିଛନ୍ତି: ସରକାର ଥିଲାବେଳେ ବି ଓଏସଡି ନିଯୁକ୍ତି ଦେଇ କାମ ନଦେବାର ନଜିର ଅଛି। ନବୀନ ସରକାରରେ ଜଣେ ଅଫିସରଙ୍କୁ `ଅଫିସର ୱିଦାଉଟ ଡ୍ୟୁଟି’ କରି ନିଯୁକ୍ତି ଦିଆଯାଇଥିଲା। ମୁଁ କ୍ୟାଟ୍ ସଦସ୍ୟ ଥିବାବେଳେ ଏଭଳି ନିଷ୍ପତ୍ତିକୁ ନାକଚ କରିଥିଲି। ଓଏସଡି ପଦର ଅପବ୍ୟବହାର ହେଉଛି। ଏ ସବୁ ଠିକ୍ ନୁହେଁ। ସରକାର ସେମାନଙ୍କୁ ଜେଲ ମାନୁଆଲ ରିଭିଜନ୍ ଭଳି କମ ଗୁରୁତ୍ୱପୂର୍ଣ୍ଣ କାମ ଦେଇପାରନ୍ତେ।

ସରକାରୀ କର୍ମଚାରୀଙ୍କୁ ସରକାରୀ ତହବିଲରୁ ଅର୍ଥାତ୍ ଲୋକଙ୍କ ଟିକସରୁ ମିଳିଥାଏ ଦରମା। ଆଉ ଏହି ଦରମା ପାଉଥିବା କର୍ମଚାରୀଙ୍କର ଯଦି ସଦୁପଯୋଗ କରାନଯାଏ ତେବେ ତାହା ଏକ ଖରାପ ପରମ୍ପରା ସୃଷ୍ଟି କରୁଛି ବୋଲି ମତ ପ୍ରକାଶ ପାଉଛି।

– ଭୁବନେଶ୍ୱରରୁ ଲକ୍ଷ୍ମୀନାରାୟଣ କାନୁନଗୋଙ୍କ ରିପୋର୍ଟ, ଓଡ଼ିଶା ରିପୋର୍ଟର ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story