Advertisment

‘ଆତ୍ମଘାତୀ ଗୋଲ୍ ହେଲେ ପରାଜୟ ସୁନିଶ୍ଚିତ’

ନିର୍ବାଚନ ପରାଜୟ ନେଇ ବିଜେଡି ବରିଷ୍ଠ ନେତା ଭୂପିନ୍ଦର ସିଂ'ଙ୍କ ତେରଛା ନିସାନା। କହିଲେ ଆତ୍ମଘାତୀ ଗୋଲ୍ ହେଲେ ପରାଜୟ ସୁନିଶ୍ଚିତ।

author-image
Manoj Swain
ଅଦ୍ୟତନ ହୋଇଛି

ନିର୍ବାଚନ ପରାଜୟ ନେଇ ବିଜେଡି ବରିଷ୍ଠ ନେତା ଭୂପିନ୍ଦର ସିଂ'ଙ୍କ ତେରଛା ନିସାନା। କହିଲେ ଆତ୍ମଘାତୀ ଗୋଲ୍ ହେଲେ ପରାଜୟ ସୁନିଶ୍ଚିତ। ଗୋଲ୍ କିପର ଯଦି ସ୍ଲିପର ସେଲ୍ ହବ ତାହାଲେ କଣ କରାଯାଇ ପାରିବ ବୋଲି ସେ କଟାକ୍ଷ କରି ପରୋକ୍ଷରେ ଦଲ ଉପରେ ନିଶାନା ସାଧିଛନ୍ତି ।

Advertisment
Odisha BjD