ଅଦ୍ୟତନ ହୋଇଛି
ବିଜେଡିରେ ସ୍ଲିପର ସେଲ୍ କିଏ ? | Odisha Reporter
Advertisment
ନିର୍ବାଚନ ପରାଜୟ ନେଇ ବିଜେଡି ବରିଷ୍ଠ ନେତା ଭୂପିନ୍ଦର ସିଂ'ଙ୍କ ତେରଛା ନିସାନା। କହିଲେ ଆତ୍ମଘାତୀ ଗୋଲ୍ ହେଲେ ପରାଜୟ ସୁନିଶ୍ଚିତ। ଗୋଲ୍ କିପର ଯଦି ସ୍ଲିପର ସେଲ୍ ହବ ତାହାଲେ କଣ କରାଯାଇ ପାରିବ ବୋଲି ସେ କଟାକ୍ଷ କରି ପରୋକ୍ଷରେ ଦଲ ଉପରେ ନିଶାନା ସାଧିଛନ୍ତି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us