ନବୀନଙ୍କ ପୋଲିସ ବ୍ୟବସ୍ଥାକୁ ଲଙ୍ଗଳା କରିଦେଲେ ଅରୁଣ || BJD Leader Arun Sahu || Odisha Reporter
Advertisment
ବିଧାନସଭାରେ ବିଜେଡି ବିଧାୟକ ଅରୁଣ ସାହୁ ସ୍ପଷ୍ଟ କଲେ ଯେ କେମତି ନବୀନ ସରକାରରେ ପୁଲିସ ବାବୁଙ୍କୁ ଡରୁଥିଲେ ତାଙ୍କ ଦଳର ବିଧାୟକମାନେ। ବିଧାନସଭାରେ ନିଜ ମତ ରଖି ଅରୁଣ କହିଛନ୍ତି, ଆମର ତ ଜୁ ନଥିଲା ପୁଲିସ ବାବୁଙ୍କୁ କି ଥାନାକୁ ଫୋନ କରି ଧମକାଇବା ପାଇଁ । ଆମର ସେତେବେଳେ ଚଞ୍ଚୁ ଫିଟୁନଥିଲା। ନିଜ ଭାଷଣରେ ସେ କହିଛନ୍ତି ଯେ ଏବେ ପାନ ଖିଆ ଛେତଲା ପାଟିଆ କର୍ମୀ ଥାନା ବାବୁଙ୍କୁ ଧମକାଉଛନ୍ତି। ଏପରି ନକରିବାକୁ ସେ ବିଜେପିକୁ ସତର୍କ କରାଇ ଦେଇଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us