ଉପନିର୍ବାଚନ ପାଇଁ ଚାଷୀଙ୍କ ଚାପରେ ଚେପା; ଜମି ଯାଂଚ ସରିନି, ୨୧ରୁ ଧାନ କିଣା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଦ୍ମପୁର ଉପନିର୍ବାଚନ ପାଇଁ ଚାଷୀ ଆନ୍ଦୋଳନର ଚାପ ଏବେ ରାଜ୍ୟ ସରକାରଙ୍କୁ ଆକ୍ତାମାକ୍ତା କରିଦେଇଛି । ଚାଷୀଙ୍କ ମଧ୍ୟରେ ବଢ଼ୁଥିବା ଆକ୍ରୋଶକୁ ପ୍ରଶମିତ କରିବା ପାଇଁ ରାଜ୍ୟ ସରକାର ନୀତିନିୟମକୁ ଅଣଦେଖା କରି ଆସନ୍ତା ୨୧ତାରିଖରୁ ବରଗଡ଼ ଜିଲ୍ଲାରେ ତରବରିଆ ଭାବେ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଯଦିଓ ବରଗଡ଼ ଜିଲ୍ଲାରେ ଏବେବି ଜମି ଯାଂଚ ପ୍ରକ୍ରିୟା ଶେଷ ହୋଇନାହିଁ । ଧାନ ସଂଗ୍ରହ ନିମନ୍ତେ ଡାଟାବେସରେ ଚାଷୀଙ୍କ […]

farmer-3

farmer-3

Ordigital Desk
  • Published: Monday, 14 November 2022
  • Updated: 14 November 2022, 10:17 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଦ୍ମପୁର ଉପନିର୍ବାଚନ ପାଇଁ ଚାଷୀ ଆନ୍ଦୋଳନର ଚାପ ଏବେ ରାଜ୍ୟ ସରକାରଙ୍କୁ ଆକ୍ତାମାକ୍ତା କରିଦେଇଛି । ଚାଷୀଙ୍କ ମଧ୍ୟରେ ବଢ଼ୁଥିବା ଆକ୍ରୋଶକୁ ପ୍ରଶମିତ କରିବା ପାଇଁ ରାଜ୍ୟ ସରକାର ନୀତିନିୟମକୁ ଅଣଦେଖା କରି ଆସନ୍ତା ୨୧ତାରିଖରୁ ବରଗଡ଼ ଜିଲ୍ଲାରେ ତରବରିଆ ଭାବେ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଯଦିଓ ବରଗଡ଼ ଜିଲ୍ଲାରେ ଏବେବି ଜମି ଯାଂଚ ପ୍ରକ୍ରିୟା ଶେଷ ହୋଇନାହିଁ । ଧାନ ସଂଗ୍ରହ ନିମନ୍ତେ ଡାଟାବେସରେ ଚାଷୀଙ୍କ ଜମିକୁ ନିଶ୍ଚିତ ଭାବେ ସାମିଲ କରିବାର ପ୍ରାବଧାନ ଥିବା ସତ୍ତ୍ୱେ ବରଗଡ଼ ଜିଲ୍ଲାରେ ଧାନ ବିକ୍ରି ପାଇଁ ପଞ୍ଜିକୃତ ହୋଇଥିବା ଚାଷୀଙ୍କର ୨୬୮୧ଟି ପ୍ଲଟ(ଧାନ ଜମି)ର ସାଟେଲାଇଟ୍ ଫଟୋଚିତ୍ରର କ୍ଷେତ୍ରସ୍ତରୀୟ ସର୍ଭେ ହୋଇନଥିବାବେଳେ ୭୫୫୨ଟି ପ୍ଲଟର ବୈଧତା ନହୋଇ ବରଗଡ଼ ଜିଲ୍ଲା ସମବାୟ ସୋସାଇଟିର ଡେପୁଟି ରେଜିଷ୍ଟ୍ରାରଙ୍କ ପାଖରେ ପଡ଼ି ରହିଛି । ବରଗଡ଼ ଜିଲ୍ଲାର ପଞ୍ଜିକୃତ ଚାଷୀଙ୍କ ମୋଟ ୪୩୦୮୨ଟି ପ୍ଲଟ ମଧ୍ୟରୁ ୪୦୪୦୧ଟି ପ୍ଲଟ(ଚାଷ ଜମି)ର ସର୍ଭେ କାର୍ଯ୍ୟ ଶେଷ ହୋଇଥିବା ଜଣାପଡ଼ିଛି।

ରାଜ୍ୟ ଖାଦ୍ୟ ଓ ଯୋଗାଣ ବିଭାଗ ପକ୍ଷରୁ ଜାରି ସୂଚନା ଅନୁସାରେ, ବରଗଡ଼ ଓ ସମ୍ବଲପୁର ଜିଲ୍ଲାରେ ଅନୁକୂଳ ପାଣିପାଗ ହେତୁ ଧାନ ଅମଳ ଶୀଘ୍ର ହୋଇଥିବାରୁ ୨୦୨୨-୨୩ ଖରିଫ ଋତୁ ପାଇଁ ଚାଷୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଚଳିତ ନଭେମ୍ବର ମାସ ୨୧ରୁ ବରଗଡ଼ ଓ ୨୨ରୁ ସମ୍ବଲପୁର ଜିଲ୍ଲାରେ ଧାନ ସଂଗ୍ରହ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଜିଲ୍ଲାସ୍ତରର ଅଧିକାରୀମାନଙ୍କୁ ଏଥିପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହିତ ଜିଲ୍ଲାସ୍ତରରେ ଧାନ ସଂଗ୍ରହ କାର୍ଯ୍ୟରେ ନିୟୋଜିତ ହେଉଥିବା ସମବାୟ ସମିତି, ସ୍ୱୟଂ ସହାୟକ ଗୋଷ୍ଠୀ ଆଦିଙ୍କୁ ମଧ୍ୟ ପ୍ରସ୍ତୁତ ରହିବା ପାଇଁ କୁହାଯିବା ସହ ଚାଷୀଙ୍କ ଧାନ ଉଠାଣ କରୁଥିବା ମିଲର୍ସମାନେ ଯେଭଳି ମଣ୍ଡିରୁ ତୁରନ୍ତ ଧାନ ସଂଗ୍ରହ କରିବେ ସେ ଦିଗରେ ଯୋଗାଣ ଅଧିକାରୀମାନଙ୍କୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହିତ ଚାଷୀଙ୍କଠୁ ଧାନ ସଂଗ୍ରହ ନିମନ୍ତେ ନିର୍ଭୁଲ ଟୋକନ ପ୍ରଦାନ ଉପରେ ସତର୍କ ଦୃଷ୍ଟି ରଖିବାକୁ ମଧ୍ୟ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହି ଦୁଇ ଜିଲ୍ଲାର ବାସ୍ତବ ସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନର ପ୍ରସ୍ତାବ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଥିବା ଯୋଗାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଅନ୍ୟପକ୍ଷରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ନଭେମ୍ବର ୨ ତାରିଖରେ ଖାଦ୍ୟ ଯୋଗାଣ ସଚିବ ବୀରବିକ୍ରମ ଯାଦବ ନିଜେ ବରଗଡ଼ ଗସ୍ତରେ ଆସି ଧାନ ସଂଗ୍ରହ ପ୍ରକ୍ରିୟାର ସମୀକ୍ଷା କରିଥିଲେ । ନଭେମ୍ବର ୨୫ରୁ ଜିଲ୍ଲାରେ ଧାନ ସଂଗ୍ରହ ଆରମ୍ଭ ହେବା ନିମନ୍ତେ ନିଷ୍ପତ୍ତି ହୋଇଥିଲା । ନଭେମ୍ବର ୨୫ରେ ଅତାବିରା, ନଭେମ୍ବର ୨୬ରେ ବେଡ଼େନ୍ , ନଭେମ୍ବର ୨୯ରେ ବରଗଡ଼, ଡିସେମ୍ବର ୨ରେ ସୋହେଲା ଓ ଭଟଲି, ଡିସେମ୍ବର ୩ରେ ପଦ୍ମପୁରରେ ଧାନ ସଂଗ୍ରହ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିଲା । କିନ୍ତୁ ଚାଷୀମାନେ ଧାନ ଅମଳ ଶୀଘ୍ର ହୋଇଥିବାରୁ ନଭେମ୍ବର ୧୫ରୁ ମଣ୍ଡି ଖୋଲିବାକୁ ଦାବି କରିଥିଲେ । ଏପରିକି ଚାଷୀମାନେ ରାଜରାସ୍ତାରେ ଧାନ ରଖି ଧାରଣାରେ ବସିଥିବାବେଳେ ପଦ୍ମପୁର ଉପନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଥମେ ନଭେମ୍ବର ୧୭ ଓ ଆଜି ନଭେମ୍ବର ୨୧ରୁ ଧାନ କିଣା ଆରମ୍ଭ ହେବ ବୋଲି ସରକାର ସୂଚନା ଦେଇଛନ୍ତି।

ତେବେ ଧାନ ବିକ୍ରି କରୁଥିବା ପ୍ରତ୍ୟେକ ପଞ୍ଜିକୃତ ଚାଷୀ ନିଜର ଜମିର ସୂଚନା ଅନଲାଇନରେ ଦେବା ବାଧ୍ୟତାମୂଳକ ହୋଇଥିବାବେଳେ ବରଗଡ଼ ଜିଲ୍ଲାର ୧୨ଟି ତହସିଲ ଅନ୍ତର୍ଗତ ୧୧୭୦ଟି ଗାଁର ମୋଟ ୪୩୦୮୨ଟି ପ୍ଲଟର ସାଟେଲାଇଟ୍ ଫଟୋଚିତ୍ର ମଧ୍ୟରୁ ଆଜି ସୁଦ୍ଧା ୨୬୮୧ଟି ପ୍ଲଟର ଫିଲଡ୍ ଭେରିଫିକେସନ ହୋଇନଥିବାବେଳେ ୨୫୮ଟି ପ୍ଲଟ୍ ସମ୍ପର୍କରେ କିଛି ତଥ୍ୟ ନାହିଁ । ବାକି ୭୫୫୨ଟି ପ୍ଲଟର ବୈଧତା ଯାଂଚ ପ୍ରକ୍ରିୟା ପ୍ରଶାସନିକସ୍ତରରେ ପଡ଼ି ରହିଥିବାବେଳେ ଏପର୍ଯ୍ୟନ୍ତ ମୋଟ ୩୨୫୯୧ଟି ପ୍ଲଟ (ଚାଷ ଜମି)ର ଯାଂଚ ପ୍ରକ୍ରିୟା ଆଜିସୁଦ୍ଧା ଶେଷ ହୋଇଥିବା ରାଜ୍ୟ ସରକାରଙ୍କ ସୂତ୍ରରୁ ଜଣାପଡ଼ିଛି।

ସୂଚନାଯୋଗ୍ୟ, ପଦ୍ମପୁରରେ ଚାଷୀମାନେ ଇନପୁଟ ସବସିଡି, ବୀମା କ୍ଷତିପୂରଣ ଓ ତୁରନ୍ତ ଧାନ ଉଠାଇବା ଦାବିରେ ଗତ ୧୪ ଦିନ ଧରି ଧାରଣାରେ ବସି ରହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story