ତିନି ମାସରେ ପଦ୍ମପୁର ହୋଇଯିବ କି ଜିଲ୍ଲା? | Odisha Reporter
୧୯୯୩ ମସିହା ୧୩ରୁ ଓଡିଶାରେ ଜିଲ୍ଲା ସଂଖ୍ୟା ୩୦କୁ ବୃଦ୍ଧି ପାଇବା ଦିନରୁ ପଦ୍ମପୁରକୁ ସ୍ବତନ୍ତ୍ର ଜିଲ୍ଲା ମାନ୍ୟତା ଦାବି ହୋଇ ଆସୁଛି। ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ବିଜୟ ପରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଯେ, ୨୦୨୩ ଡିସେମ୍ବର ସୁଦ୍ଧା ପଦ୍ମପୁରକୁ ଜିଲ୍ଲା ମାନ୍ୟତା ମିଳିଯିବ। ବର୍ଷ ସରିବାକୁ ଆଉ ତିନିଟା ମାସ ଥିବାରୁ ଏନେଇ ପଦକ୍ଷେପ ନିଆୟାଇନାହିଁ। କେବେ ପୂରଣ ହେବ ପ୍ରତିଶ୍ରୁତି ?
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
